About Me

Jio outgoing call not free now

ଝଟ୍‌କା ଦେଲା ଜିଓ: ଏଣିକି କଲ୍ କରିବା ପାଇଁ କରିବାକୁ ପଡିବ ରିଚାର୍ଜ, ଜିଓରୁ ଅନ୍ୟ ନେଟୱର୍କକୁ ଫୋନ୍ କଲେ  ଜ ଗ୍ରାହକଙ୍କୁ ବଡ ଝଟକା ଦେଇ କଲିଂ ପାଇଁ ପଇସା ନେବାର ଘୋଷଣା କରିଦେଇଛି । 


ଜିଓର ଗ୍ରାହକଙ୍କୁ ଏବେ ଫୋନରେ କଥା ହେଲେ ପଇସା ଦେବାକୁ ପଡିବ । ଜିଓର ଏକ ବୟାନ ଅନୁସାରେ ଜିଓ ଗ୍ରାହକଙ୍କୁ କୌଣସି ଅନ୍ୟ କମ୍ପାନୀର ନେଟୱର୍କକୁ କଲ୍ କଲେ ପ୍ରତି ମିନିଟରେ ୬ ପଇସା ଦେବାକୁ ପଡିବ । ଅବଶ୍ୟ ଜିଓରୁ ଜିଓ ନେଟୱର୍କରେ କଲିଂ ପୂର୍ବ ଭଳି ମାଗଣା ରହିବ । ଅର୍ଥାତ୍ ଯଦି ଆପଣ ଜିଓ କଷ୍ଟମର ତେବେ ଆପଣ ଅନ୍ୟ କେଉଁ ଜିଓ କଷ୍ଟମରଙ୍କୁ ମାଗଣାରେ କଲ୍ କରିପାରିବେ କିନ୍ତୁ ଆପଣ ଅନ୍ୟ କୌଣସି ୟୁଜର୍ସ(ଏୟାରଟେଲ୍, ଆଇଡିଆ-ଭୋଡାଫୋନ୍, ବିଏସଏନଏଲ୍ ଆଦି..)ଙ୍କୁ କଲ୍ କଲେ ଆପଣଙ୍କୁ ଏଣିିକି ପଇସା ଦେବାକୁ ପଡିବ ।


*୬ ପଇସା ପ୍ରତି ମିନିଟ IUC ଶୁଳ୍କ:*
କହିରଖୁଛୁ ଏହି ସମ୍ପୂର୍ଣ୍ଣ ମାମଲା ଇଣ୍ଟରକନେକ୍ଟ ୟୁଜେଜ୍ ଚାର୍ଜ ସହିତ ଯୋଡି ହୋଇଛି । IUC ଏକ ମୋବାଇଲ୍ ଟେଲିକମ୍ ଅପରେଟର ଦ୍ୱାରା ଅନ୍ୟକୁ ପୈଠ ହେଉଥିବା ଏକ ରାଶି । ଯେତେବେଳେ ଏକ ଟେଲିକମ୍ ଅପରେଟରର ଗ୍ରାହକ ଅନ୍ୟ ଅପରେଟର ଗ୍ରାହକଙ୍କୁ ଆଉଟଗୋଇଁ ମୋବାଇଲ୍ କଲ କରନ୍ତି ସେତେବେଳେ କଲ୍ କରିଥିବା ଅପରେଟରକୁ  IUCର ପୈଠ କରିବାକୁ ପଡିଥାଏ । ୨ ଅଲଗା ଅଲଗା ନେଟୱର୍କ ମଧ୍ୟରେ ଏହି କଲ୍ ମୋବାଇଲ୍ ଅଫ୍- ନେଟ୍ କଲ୍ ରୂପେ ଜଣାଯାଏ । ଭାରତୀୟ ଦୂରସଞ୍ଚାର ନିୟାମକ ପ୍ରାଧିକରଣ (TRAI) ଦ୍ୱାରା IUC ଶୁଳ୍କ ନିର୍ଦ୍ଧାରିତ କରାଯାଇଥାଏ ଏବଂ ବର୍ତ୍ତମାନ ଏହା ୬ ପଇସା ପ୍ରତି ମିନିଟ୍ ଅଛି ।

*ଜିଓ ନେଟୱର୍କକୁ ପ୍ରତି ଦିନ ଆସୁଛି ୪୦ କୋଟି ମିସ୍ଡ କଲ୍:*
ଜିଓ ନେଟୱର୍କରେ ମାଗଣା ଭଏସ୍ କଲିଂ  ଓ ୨ଜି ନେଟୱର୍କ ଉପରେ ଅତ୍ୟଧିକ ଟାରିଫ୍ ହେବା ଯୋଗୁଁ Airtel  ଓ Vodafone-Ideaର ୩୫-୪୦ କୋଟି ୨ଜି ଗ୍ରାହକ, ଜିଓ ଗ୍ରାହକଙ୍କୁ ମିସ୍ଡ କଲ୍ ଦିଅନ୍ତି ।  ଜିଓ ନେଟୱର୍କକୁ ପ୍ରତି ଦିନ ୨୫ରୁ ୩୦ କୋଟି ମିସ୍ଡ କଲ୍ ଆସିଥାଏ । ଅନ୍ଯ ନେଟୱର୍କରୁ ଜିଓକୁ ପ୍ରତିଦିନ ହେଉଥିବା ୨୫ରୁ ୩୦ କୋଟି କଲିଂ(ମିସ୍ଡ କଲ୍)ରୁ ଜିଓକୁ ୬୫ ରୁ ୭୫ କୋଟି ମିନିଟ୍ ଇନକମିଂ ଟ୍ରାଫିକ୍ ମିଳିବା ଆବଶ୍ୟକ ଥିଲା । ଅର୍ଥାତ୍ ଶୁଦ୍ଧ ଭାଷାରେ କହିବାକୁ ଗଲେ ଅନ୍ଯ ୟୁଜର୍ସ ଜିଓ ୟୁଜରଙ୍କୁ ମିସକଲ୍ ମାରୁଛନ୍ତି ଏବଂ ଜିଓ ୟୁଜର୍ସ ସେମାନଙ୍କୁ କଲ୍ ବ୍ୟାକ୍ କରୁଛନ୍ତି । କାରଣ କଲିଂ ପାଇଁ ଜିଓ କିଛି ପଇସା ନେଉନଥିଲା ଏବଂ ଏଥିରେ ଅନଲିମିଟେଡ୍ କଲିଂ ହୋଇପାରୁଥିଲା । କିନ୍ତୁ ଏବେ ଏହି ସୁବିଧାରୁ ବଞ୍ଚିତ ହେବେ ୟୁଜର୍ସ ।
 

*ଜାରି ହେଲା ୧୦ ଟଙ୍କାରୁ ନେଇ ୧୦୦ ଟଙ୍କା ପର୍ଯ୍ଯନ୍ତ ପ୍ଲାନ୍:*
ଅନ୍ୟ କମ୍ପାନୀର ନେଟୱର୍କକୁ କଲିଂ ପାଇଁ ଜିଓ ୧୦ ଟଙ୍କାରୁ ୧୦୦ ଟଙ୍କା ପର୍ଯ୍ଯନ୍ତ ଟପ୍ ଅପ୍ ଭାଉଚର ମଧ୍ୟ ଜାରି କରିବ । ୧୦ ଟଙ୍କିଆ ପ୍ଲାନରେ ଅନ୍ଯ ନମ୍ବରକୁ ୧୨୪ ମିନିଟ୍ କଲିଂ ହୋଇପାରିବ । ୨୦ ଟଙ୍କିଆ ପ୍ଲାନରେ ୨୪୯ ମିନିଟ୍, ୫୦ ଟଙ୍କିଆ ପ୍ଲାନରେ ୬୫୬ ମିନିଟ୍ ଓ ୧୦୦ ଟଙ୍କିଆ ପ୍ଲାନରେ ୧୩୬୨ ମିନିଟ୍ କଲିଂ ହୋଇପାରିବ ।

*ଟପ୍ ଭାଉଚର୍ ବଦଳରେ ଗ୍ରାହକଙ୍କୁ ମିଳିବ ଫ୍ରି ଡାଟା:*
ଜିଓ ନିଜ ଗ୍ରାହକଙ୍କୁ ଏହି ଟପ୍ ଭାଉଚର ବଦଳରେ ଫ୍ରି ଡାଟା ଦେଉଛି । ୧୦ ଟଙ୍କିଆ ପ୍ଲାନ ସହିତ ୧ ଜିବି ଡାଟା, ୨୦ ଟଙ୍କିଆ ପ୍ଲାନରେ ୨ ଜିବି ଡାଟା, ୫୦ରେ ୫ ଜିବି ଓ ୧୦୦ ଟଙ୍କାର ପ୍ଲାନରେ ୧୦ ଜିବି ଡାଟା ମିଳିବ ।

Flipkart BIG BILLION DAY 2019 sale on purchase Mobile 1000 Rupees Discount

Flipkart BIG BILLION DAY 2019 sale on  purchase Mobile 1000 Rupees Discount ..

Secret offer.
 Flipkart pe mobile per Extra 1000 rupees discount 100%prove..
Coupon code working..
Offer validity on 4oct 2019..
ଯଦି ଆପଣ Flipkart ରୁ ମୋବାଇଲ କିଣୁଛନ୍ତି ତା ପୁର୍ବରୁ ଦେଖି ଦିଅନ୍ତୁ ଏହି ଭିଡ଼ିଓ।
୧୦୦୦ ଟଙ୍କା special discount ମିଳୁଛି।।


Full details how to activate this offer given below the video
👇👇👇👇👇👇👇
     

 Any queries contact           me:-7326031894

Cheapest smart phone in 999rupees

Cheapest smart phone in 999rupees 
 Flipkart the Big Billion day offer 2019

Cheapest smart phone in 999 rupees.
Flipkart the Big Billion day offer sale.
lowest cost mobile available flipkart 29.09.2019 to 04.10.2018.
can u buy mobile on lowest price visit flipkart website.
⤋⤋⤋⤋⤋⤋⤋⤋⤋⤋⤋⤋⤋⤋⤋⤋⤋⤋
https://www.flipkart.com/